ଓଲିଉଡର ଚୁଲବୁଲି ନାୟିକା : ବର୍ଷା ପ୍ରିୟଦର୍ଶିନୀ

165

ବଲିଉଡ୍ ହେଉ ବା ଓଲିଉଡ୍ । ଅଧିକାଂଶ ମୁଭି କେବଳ ହିରୋ କୈନ୍ଦ୍ରିକ । ପୁରା ଚଳଚ୍ଚିତ୍ରରେ କେବଳ ନାୟକମାନଙ୍କର ଉପସ୍ଥତି ହିଁ ଦେଖାଯାଇଥାଏ । ଆଉ ନାୟିକାମାନେ କେବଳ ନାଚଗୀତରେ ନଜର ଆସନ୍ତି । ତେବେ ଏହା ମଧ୍ୟରେ ଏହି ଧାରା ଧୀରେ ଧୀରେ ବଦଳିବାକୁ ଲାଗିଲାଣି । ନିର୍ଦେଶକ ମାନେ ଏବେ ନାରୀ କୈନ୍ଦ୍ରିକ ଫିଲ୍ମ ନିର୍ମାଣ କରିବାକୁ ମନ ବଳାଉଛନ୍ତି । କିନ୍ତୁ ଏହି ବଦଳୁଥିବା ଧାରା ଯେତିକି ବଲିଉଡରେ ନଜର ଆସୁଛି ସେତିକି ଓଲିଉଡରେ ଆସୁନାହିଁ । ତେବେ ପ୍ରଶ୍ନ ଉଠୁଛି ଯେ ଓଡିଶାର ଦର୍ଶକ କଣ କେବଳ ହିରୋ କୈନ୍ଦ୍ରିକ ଚଳଚ୍ଚିତ୍ର ପସନ୍ଦ କରନ୍ତି ନା ଓଡିଶାରେ କାହାଣୀର ଅଭାବ ରହିିଛି । ନା ଏହାର କାରଣ ଆଉକିଛି । ଏହି ସବୁ ପ୍ରଶ୍ନର ଉତର ଜାଣନ୍ତୁ ଓଲିଉଡର ବହୁ ପପୁଲାର ନାୟିକା ବର୍ଷା ପ୍ରିୟଦର୍ଶିନୀଙ୍କ ମୁହଁରୁ ୱାନ ଟୁ ୱାନର ଏହି ଏପିସୋଡରେ : –