ପାରଳା ରାଜଉଆସ ପ୍ରସଙ୍ଗରେ ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ କେ.ସୂର୍ଯ୍ୟ ରାଓ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଦାୟୀ ବୋଲି ସାଧାରଣରେ ସଂଦେହ ବଢିଛି ଏବଂ ତାଙ୍କ ନାଁରେ ଏଫ.ଆଇ.ଆର ମଧ୍ୟ ଦିଆଯାଇଛି। ଏହିଭଳି ବିବାଦିତ ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପାରଳା ବିଧାୟକ କେ. ସୂର୍ଯ୍ୟ ରାଓ। ଏହା ଉପରେ ଜାଣିବା ପାଇଁ ଦେଖିବା କନକ ନ୍ୟୁଜର ୱାନ୍ ଟୁ ୱାନର ଏହି ଏପିସୋଡ।
ୱାନ୍ ଟୁ ୱାନରେ ଅତିଥି ପାରଳାଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ କେ.ସୂର୍ଯ୍ୟ ରାଓ
Advertisment
Follow Us