କନକ ବ୍ୟୁରୋ : ଲାଲଗଡ଼ରେ ଗୋଟିଏ ରାତି । ଏକଦା ମାଓ ଭୟ ଓ ଆତଙ୍କ ମଧ୍ୟରେ ଜୀବନ ବିତାଉ ଥିବା ସ୍ୱାଭିମାନ ଅଂଚଳରେ କେମିତି କଟୁଛି ରାତି, ସେ ନେଇ ସ୍ଥିତି ଅନୁଧ୍ୟାନ କରିଛି କନକ ନ୍ୟୁଜ୍ ଟିମ୍ । ବିଶେଷ କରି ଗତ ଜାନୁୟାରୀ ୨୫ ତାରିଖରେ ମାଓ ଇତିହାସରେ ପ୍ରଥମ ଥର କରି ଜଣେ ମାଓବାଦୀଙ୍କୁ ଗାଁ ଲୋକ ପିଟିପିଟି ହତ୍ୟା କରିବା ପରେ ସ୍ୱାଭିମାନ ଅଂଚଳର ଅଧିକାଂଶ ଅଂଚଳରେ ମାଓ ବିରୋଧୀ ହାୱା ବୋହିବା ଆରମ୍ଭ ହୋଇଥିଲା । ଆଉ ଏହାରି ଭିତରେ ସେଠି କେମିତି ପରିବର୍ତନ ଆସିଛି ସେ ସମ୍ପର୍କରେ ସୂଚନା ଦେଇଛନ୍ତି ଆମ ପ୍ରତିନିଧି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us
/kanak/media/post_attachments/wp-content/uploads/2020/09/vlcsnap-2020-09-28-08h56m14s65.png)