କନକ ବ୍ୟୁରୋ: ଭାରତର ଆଉ ଏକ କମ୍ପାନୀ ଉପରେ ନିମ୍ନମାନର ଔଷଧ ପ୍ରସ୍ତୁତ କରୁଥିବାର ଅଭିଯୋଗ ଲାଗିଛି । ଗୁଜରାଟର କମ୍ପାନୀ ଉପରେ ଶ୍ରୀଲଙ୍କା ସରକାର ଏହି ଅଭିଯୋଗ ଲଗାଇଛନ୍ତି । ସେଠାକାର ସ୍ଥାନୀୟ ସରକାରଙ୍କ ଭାରତ ସରକାରଙ୍କ ପାଖରେ ଅଭିଯୋଗ କରିଛନ୍ତି ଯେ, ଇଣ୍ଡିଆନା ଅପଥୋମ୍ଲିକ୍ସ କମ୍ପାନୀ ପକ୍ଷରୁ ପଠାଯାଉଥିବା ଆଖି ଡ୍ରପ୍ କାରଣରୁ ୩୦ରୁ ଅଧିକ ଜଣଙ୍କ ଆଖିରେ ସଂକ୍ରମଣ ହୋଇଛି ।
ଇଣ୍ଡିଆନା ଅପଥୋମ୍ଲିକ୍ସ ଉପରେ ଅଭିଯୋଗ ଆସିବା ପରେ ଭାରତର ଶୀର୍ଷ ଫାର୍ମାସ୍ୟୁଟିକାଲ ଏକ୍ସପୋର୍ଟ କାଉନସିଲ କମ୍ପାନୀକୁ ନୋଟିସ ପଠାଇଛି । ଏଥିରେ କମ୍ପାନୀ ପାଖରୁ ୨ ଦିନ ଭିତରେ ଅନ୍ତରୀଣ ଯାଞ୍ଚ ପାଇଁ ସ୍ପଷ୍ଟୀକରଣ ମଗାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/Capture-3.jpg)