ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ପ୍ରାୟ ୧୦ ଲକ୍ଷ ଟିକା ।

Advertisment
ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ପ୍ରାୟ ୧୦ ଲକ୍ଷ ଟିକା ।

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ୧ ଲକ୍ଷ କୋଭିସିଲ୍ଡ ଟିକା । ଆସନ୍ତା କାଲି ଓଡିଶା ଆସିପାରେ ଆହୁରି ୧୦ ଲକ୍ଷ ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିପାରେ ୮ ଲକ୍ଷ କୋଭିସିଲ୍ଡ ଟିକା ବୋଲି ସୂଚନା ମିଳିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ ଟିକା ନଥିବାରୁ ଆଜି ଟିକାକରଣ ବନ୍ଦ ରହିଛି । କାଲି ରାଜ୍ୟକୁ ଟିକା ଆସିବାର ଥିଲା, ହେଲା ଆସିନଥିଲା । ଆଜି ୧ ଲକ୍ଷ ଟିକା ପହଞ୍ଚିଛି । ତେବେ ରାଜ୍ୟରେ ପୁଣି ଟିକାକରଣ ଆରମ୍ଭ ହେବ । କରୋନାକୁ ହରାଇବାକୁ ଏବେ ସାରା ଦେଶରେ ଟିକାକରଣକୁ ଜୋରଦାର କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe