କନକ ବ୍ୟୁରୋ: ଆଜି ଅଶୁଭ ଶୁକ୍ରବାର ।ବିଭିନ୍ନ ସ୍ଥାନରୁ ମିଳୁଛି ଦୁର୍ଘଟଣାର ଖବର । ସକାଳୁ କେନ୍ଦୁଝର ଘଟଗାଁରେ ଭୀଷଣ ଦୁର୍ଘଯଣା ଘଟିଥିବାବେଳେ କ୍ରମେ ସାଲେପୁର ଓ ଭଦ୍ରକରେ ଘଟିଛି ଦୁର୍ଘଟଣା ।

Advertisment

ଭଦ୍ରକ ୧୬ ନମ୍ବର ଏନଏଚରେ ଦୁର୍ଘଟଣା ଘଟିଛି । ଟ୍ରକକୁ ପଛରୁ କାର୍ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ମୃତ, ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ଓ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସେହିପରି ସାଲେପୁରରେ ମଧ୍ୟ ଜଣେ ମହିଳାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।