ବାଲେଶ୍ୱରରେ ଦୁର୍ଘଟଣା ! ପୋଲରୁ ଖସିଲାପଡିଲା ଗାଡି, ଜଣେ ମୃତ, ୮ ଗୁରୁତର

11

କନକ ବ୍ୟୁରୋ: ପୋଲରୁ ଖସିଲା ବୋଲେରୋ । ବାଲେଶ୍ୱର ନିଧିପଣ୍ଡା ନିକଟରେ ଖସି ପଡିଛି ବୋଲେରୋ । ଜଣେ ମୃତ, ୩ ଗୁରୁତର । ଗୁରୁତରମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ ଭଦ୍ରକ ବାସୁଦେବପୁର ଅଂଚଳର ବୋଲି ଜଣାପଡିଛି । ବାସୁଦେବପୁରରୁ ପଶ୍ଚିମବଙ୍ଗ ଦଶହରା ବୁଲିବାକୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.