ବରିଷ୍ଠ କଂଗ୍ରେସ୍ ନେତା ସୁରେଶ ରାଉତରାୟଙ୍କ ସହ ସାକ୍ଷାତକାର !

Advertisment
ପୁର୍ନଗଠନ ପରେ ରାଜ୍ୟ କଂଗ୍ରେସରେ ଅସନ୍ତୋଷ: ଜିଲ୍ଲା ସଭାପତି ଚୟନ ପରେ ୱାନ ମ୍ୟାନ୍ ୱାନ୍ ପୋଷ୍ଟ ନିଷ୍ପତିକୁ ନେଇ ଦ୍ୱନ୍ଦ୍ୱ

କଂଗ୍ରେସ୍ ଭିତରେ ପ୍ରସାଦ ହଟାଓ ସ୍ୱର ଶାଣିତ ହେଉଥିବା ବେଳେ ପୁଣି ଜ୍ୱାଇଁଙ୍କ ପାଇଁ ବାହାରିଛନ୍ତି ଶ୍ୱଶୁର ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କନକ ନ୍ୟୁଜକୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି, ପିସିସି ସଭାପତି ପ୍ରସାଦଙ୍କ ପ୍ରତି ହାଇକମାଣ୍ଡଙ୍କ ସମର୍ଥନ ରହିଛି । ଏହା ସହ ଶିକ୍ଷିତ ସଭାପତିଙ୍କୁ ସବୁ ବର୍ଗର ନେତା ଓ କର୍ମୀ ପସନ୍ଦ କରୁଥିବା ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସହ ସଂପୂର୍ଣ୍ଣ ସାକ୍ଷାତକାର :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe