କାଲିର ଶତ୍ରୁ ଆଜିର ମିତ୍ର ! ଦେଖନ୍ତୁ ସୁଲୋଚନା ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

Advertisment
କାଲିର ଶତ୍ରୁ ଆଜିର ମିତ୍ର ! ଦେଖନ୍ତୁ ସୁଲୋଚନା ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

କାଲିର ଶତ୍ରୁ ଆଜିର ମିତ୍ର । ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ନେତ୍ରୀ ତଥା ଦଳର ମୁଖପାତ୍ର ସୁଲୋଚନା ଦାସ । ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ସେ କରିବେ ଏବଂ ଅନ୍ୟାୟ ବିରୋଧରେ ଲଢିବାକୁ ବିଜୁ ଜନତା ଦଳ ତାଙ୍କୁ ସ୍ୱାଧିନତା ଦେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ସୁଲୋଚନା । ହେଲେ କିଛିଦିନ ପୂର୍ବରê ବିଜେଡିରେ ନାରୀ ସୁରକ୍ଷିତ ନୁହେଁ ବୋଲି କହୁଥିଲେ ସୁଲୋଚନା । ଆଉ ଆଜି ସେହି ବିଜେଡିରେ ଯୋଗ ଦେଇଛନ୍ତି । ଯାହାକୁ ନେଇ ଅନେକ ଆଲୋଚନା ଏବଂ କଟାକ୍ଷ । ତେବେ ଏନେଇ କଣ କୁହନ୍ତି ସୁଲୋଚନା ଦାସ, ଦେଖନ୍ତୁ ଏହି ସାକ୍ଷାତକାରରେ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe