ନାଲୀବତିକୁ ନା କରିବା ପରେ ବିଧାନସଭା କାର୍ଯ୍ୟପରାମର୍ଶଦାତା କମିଟିରୁ ଇସ୍ତଫା ଦେଲେ ନରସିଂହ ମିଶ୍ର । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଏଭଳି ନିଷ୍ପତି ରାଜ୍ୟ ରାଜନୀତିରେ ଏକ ବଡ ଧରଣର ହଟଚମଟ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, କାହିଁକି ଇସ୍ତଫା ଦେଲେ ନରସିଂହ । କାହା ଉପରେ ରାଗିଛନ୍ତି ବିରୋଧୀ ଦଳନେତା । କଂଗ୍ରେସ ନା ସରକାର । ଆଗକୁ ଆହୁରି କଣ ବଡ ନିଷ୍ପତି ନେବେକି ନରସିଂହ । ଏନେଇ ଅଧିକ ଜାଣିବା ପାଇଁ ଦେଖନ୍ତୁ ନରସିଂହ ମିଶ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।
କଂଗ୍ରେସ୍ ପାଣି ଗୋଳିଆ ! ଦେଖନ୍ତୁ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
/kanak/media/post_attachments/wp-content/uploads/2017/03/Screen-shot-2017-03-25-at-9.56.38-PM.png)