ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

Advertisment
ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

ରଥଯାତ୍ରା ସମୟରେ ଅନେକ ବିଶୃଙ୍ଖଳା ଏବଂ ନୀତି ବିଭ୍ରାଟ ଘଟୁଛି । ଯାହାକୁ ନେଇ ଅନେକ ଗୁଡିଏ ପ୍ରଶ୍ନ ଆପଣଙ୍କ ମଧ୍ୟରେ ରହିଛି । ଆଉ ଯେଉଁ ପ୍ରଶ୍ନର ଉତ୍ତର ଜଷ୍ଟିସ୍ ବିମଳ ପ୍ରସାଦ ଦାସ ଖୋଜିବା ସହ ମନ୍ଦିରରେ ସଂସ୍କାର ପାଇଁ ତାଙ୍କ ଟିମ୍ ପୁରା ଦମରେ କାମ କରୁଛନ୍ତି । ତେବେ ଏନେଇ ଜଷ୍ଟିସ୍ ଦାସ୍ ନିଜେ କଣ କହୁଛନ୍ତି ଜାଣିବା ପାଇଁ ଦେଖନ୍ତୁ ୱାନ୍ ଟୁ ୱାନର ଏହି ଏପିସୋଡ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe