ନବୀନ ସରକାରଙ୍କ ମନ୍ତ୍ରିମଣ୍ଡଳ ଅଦଳ ବଦଳ ପରେ ଅସନ୍ତୋଷ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ବରିଷ୍ଠ ନେତା ତଥା ଦଳର ମୁଖପାତ୍ର ସମୀର ଦାସ କହିଛନ୍ତି, ତାଙ୍କୁ ମନ୍ତ୍ରୀ ନକରିବା ପାଇଁ ଷଡଯନ୍ତ୍ର ହୋଇଥିଲା ଏବଂ ଏହା ପଛରେ ରହିଥିଲା ତାଙ୍କ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ହାତ । ବିଜେଡିରେ ଜଣେ ପରେ ଜଣେ ନେତା ମନ୍ତ୍ରୀମଣ୍ଡଳ ଅଦଳ ବଦଳ କିମ୍ବା ଭିନ୍ନ ଭିନ୍ନ ପ୍ରସଙ୍ଗରେ ଦଳୀୟ ନିଷ୍ପତିକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଦଳର ମୁଖପାତ୍ର ସମୀର ଦାସଙ୍କ ଏହି ବୟାନ ବିଜେଡି ପାଇଁ ଆହୁରି ଅଡୁଆ ସୃଷ୍ଟି କରିଛି । ଦେଖନ୍ତୁ କଣ କହିଛନ୍ତି ସମୀର ଦାସ ।
ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ସ୍ୱର ଉଠାଇ ସମୀର ଦାସ ! ବିଜେଡି ମୁଖପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର
/kanak/media/post_attachments/wp-content/uploads/2017/05/vlcsnap-2017-05-11-19h20m50s044.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)