ରଘୁନାଥ ମହାପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର

159

କନକ ବ୍ୟୁରୋ : ୱାନ୍ ଟୁ ୱାନର ଅତିଥି ହେଉଛନ୍ତି ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର । ଯିଏ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣର ସ୍ୱପ୍ନ ଦେଖିଛନ୍ତି । ଅତୀତରେ ଅନେକ ପ୍ରଶ୍ନ ଉଠିଛି । ଓଡିଶାରେ ପ୍ରକୃତରେ ଦ୍ୱିତୀୟ କୋଣାର୍କର ଆବଶ୍ୟକତା ଅଛି କି ନାହିଁ । ଆଉ ଓଡିଶା ସରକାର ମଧ୍ୟ ଏବେ ସୁଦ୍ଧା ଶ୍ରୀଯୁକ୍ତ ମହାପାତ୍ରଙ୍କ ପ୍ରସ୍ତାବରେ ସମ୍ମତି ଦେଇନାହାଁନ୍ତି । ପାଖାପାଖି ୩ଶହ କୋଟି ଟଙ୍କା ବିନିମୟରେ ଦ୍ୱିତୀୟ କୋଣାର୍କ ଗଢିିବାର ଏକ ପରିକଳ୍ପନା କରୁଛନ୍ତି ଶ୍ରୀଯୁକ୍ତ ମହାପାତ୍ର । ବାସ୍ତବିକ୍ ଓଡିଶାରେ ଦ୍ୱିତୀୟ କୋଣାର୍କ ମନ୍ଦିରର ନିର୍ମାଣର ପ୍ରାସଙ୍ଗିକତା କଣ ? ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର । ଦେଖନ୍ତ  ୱାନ୍ ଟୁ ୱାନରେ –