ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର !

ଛନକା ଭରିଲା ଛତିଶଗଡ଼ର ଧାନ ବୋନସ । ସୂର୍ଯ୍ୟ ପାତ୍ର କହିଲେ, ମନଇଛା ବୋନସ୍ ଦିଆଯାଇପାରିବନି । ରାଜ୍ୟ ରାସ୍ତାରେ ବାଧା ଦେଉଛି କେନ୍ଦ୍ର ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର । ଯେଉଁ ବିଭାଗର ମନ୍ତ୍ରୀଙ୍କୁ ଦିନେ ବିଧାନସଭାରେ ପ୍ରଶ୍ନ ବାଣରେ ଘାଇଲା କରୁଥିଲେ ଆଜି ସୌଭାଗ୍ୟ କ୍ରମେ ସେହି ବିଭାଗର ମନ୍ତ୍ରୀ ଅଛନ୍ତି ସୂର୍ଯ୍ୟ ନାରାୟଣ । ମନ୍ତ୍ରୀ ପଦରେ ବସିବା ପୂର୍ବରୁ ଡା. ଦାମୋଦର ରାଉତଙ୍କୁ ବିଧାନସଭାରେ କହିଥିଲେ ଯଦି କୌଣସି ଅଫିସର୍ କଥା ମାନୁ ନାହାଁନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଯଦି ଅଫିସର୍ କ୍ଷମତାଶାଳୀ ମନ୍ତ୍ରୀ ଦାମୋଦର ରାଉତଙ୍କ କଥା ମାନୁ ନଥିଲେ ଏବେ କଣ ସୂର୍ଯ୍ୟ ନାରାୟଣଙ୍କ କଥା ମାନୁଛନ୍ତି । ଜାଣିବା ପାଇଁ ଦେଖନ୍ତୁ ସୂର୍ଯ୍ୟ ନାରାୟଣଙ୍କ ସହ ସ୍ୱତନ୍ତ୍ର ସାକ୍ଷାତକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe