ଧୀର ମତଦାନ ପ୍ରକ୍ରିୟାକୁ ନେଇ ମାଲକାନଗିରିରେ ଅସନ୍ତୋଷ । ମତଦାନ କେନ୍ଦ୍ରରୁ ଭୋଟର ଫେରିଯାଉଥିବା ଅଭିଯୋଗ । ସେପଟେ ଭୋଟ୍ ପାଇଁ ଖାଁ ଖାଁ ମାଲକାନଗିରିର ରାସ୍ତାଘାଟ ।

ଧୀର ମତଦାନ ପ୍ରକ୍ରିୟାକୁ ନେଇ ମାଲକାନଗିରିରେ ଅସନ୍ତୋଷ । ମତଦାନ କେନ୍ଦ୍ରରୁ ଭୋଟର ଫେରିଯାଉଥିବା ଅଭିଯୋଗ । ସେପଟେ ଭୋଟ୍ ପାଇଁ ଖାଁ ଖାଁ ମାଲକାନଗିରିର ରାସ୍ତାଘାଟ ।

କନକବ୍ୟୁରୋ: ମାଲକାନଗିରିରେ ଧୀର ମତଦାନ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି । କେତେକ୍ ବୁଥ୍ରୁ ଭୋଟର ଫେରି ଯାଉଥିବା ଜଣାପଡିଛି । ଏନେଇ ମାଲକାନାଗିରିର ବିଧାୟକ ପ୍ରାର୍ଥୀ ଜିଲ୍ଲାପ୍ରଶାସନକୁ ଅବଗତ କରାଇଥିବା କହିଛନ୍ତି । ସେପଟେ ମତଦାନ ଯୋଗୁଁ ମାଲକାନଗିରିର ରାସ୍ତା ଖାଁ ଖାଁ ।

ନିର୍ବାଚନ ଲାଗି ରାସ୍ତା ଘାଟ ସବୁ ଖାଁ ଖାଁ ହୋଇପଡିଛି । ଦୋକାନ ବଜାର ସବୁ ବନ୍ଦ ରହିଛି । ନିର୍ବାଚନ ଲାଗି ଭୋଟର ମାନେ ବୁଥରେ ଭିଡ ଜମାଇଥିବା ବେଳେ ମାଲକାନଗିରି ରାସ୍ତାରେ ଯେମିତି ଅଘୋଷିତ କର୍ଫ୍ୟୁ ଜାରି ରହିଥିବା ଭଳି ମନେ ହେୁଛି । ତେବେ ଆକାଶ ମାର୍ଗରୁ ଏହି ଚିତ୍ର କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe