କନକ ବ୍ୟୁରୋ : ପ୍ରତୀକ୍ଷା ଫିଲ୍ମର ସଫଳତା ପରେ ଆସୁଛି ଅନୁପମ ପଟ୍ଟନାୟକଙ୍କ ନୂଆ ଫିଲ୍ମ । ଏହି ଫିଲ୍ମର ନାଁ ରହିଛି ‘କର୍ମା- ହ୍ୱେନ ଡେଷ୍ଟିନି ଷ୍ଟ୍ରାଇକ୍ସ ବ୍ୟାକ୍’ । ରାମନବମୀ ଅବସରରେ ଏହି ନୂଆ ଫିଲ୍ମ ନେଇ ଘୋଷଣା କରିଛନ୍ତି ପ୍ରଯୋଜକ ଅନୁପମ ପଟ୍ଟନାୟକ । ଏଥିରେ ମୁଖ୍ୟ ଭୂମିକରେ ରହିଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ୨୦୨୪ରେ ହିଁ ରିଲିଜ ହେବ ଏହି ଫିଲ୍ମ ।