ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଶାରେ ଅଲିମ୍ପିଆନ୍ ଦୀପା କର୍ମକାର । ଭୁବନେଶ୍ୱରରେ ଚାଲିଥିବା କ୍ରୀଡା ସାମ୍ବାଦିକ ସଂଘ ସମ୍ମିଳନୀରେ ଦୀପା ଯୋଗ ଦେଇଛନ୍ତି । ଏହି ଅବସରରେ ଉପସ୍ଥିତ ଖେଳାଳିଙ୍କ ସହ ରିଓ ଅଲିମ୍ପିକ୍ସର ମୁହୂର୍ତ ସେୟାର କରିଛନ୍ତି ଏହି ମହିଳା ଆଥଲେଟ୍ ।
ବଡ ବଡ ଆଥଲେଟ୍, କ୍ରୀଡାବିତ୍ ଓ ଖେଳାଳିଙ୍କୁ କହିଛନ୍ତି ରିଓ ଯାତ୍ରା ପଛର କାହାଣୀ ଓ ତାଙ୍କ କୋଚ୍ ବିଶେଶ୍ୱର ନନ୍ଦୀଙ୍କ ପରିଶ୍ରମ । ଦୀପାଙ୍କ ସହ ତାଙ୍କ କୋଚ୍ ବିଶେଶ୍ୱର ନନ୍ଦୀ ବି ଯୋଗ ଦେଇଥିଲେ । କିଟ୍ ଷ୍ଟାଡିୟମରେ ଆୟୋଜିତ ହୋଇଥିବା ଏହି ଉସ୍ୱବରେ ରାଜ୍ୟ କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି ଉପସ୍ଥିତ ଥିଲେ ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/vlcsnap-2016-09-17-08h29m27s495.png)