ଓଲିଉଡ ସହ ଚିଟଫଣ୍ଡ ଲିଙ୍କ୍ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଉ କାଠଗଡାକୁ ଟଣା ହୋଇ ଆସୁଛନ୍ତି ଓଲିଉଡର ବହୁ ନାମୀଦାମୀ କଳାକାର । ସେମିତି ଜଣେ କଳାକାର ହେଉଛନ୍ତି ପପୁ ପମପମ୍ । ଯାହାଙ୍କୁ ନେଇ ଏବେ ଚର୍ଚ୍ଚା ଏବଂ ଯିଏ ସବୁଠାରୁ ଅଧିକ ବିବାଦୀୟ ହୋଇ ପଡିଛନ୍ତି । ତେବେ ଏହି ଚିଟଫଣ୍ଡ ଟଙ୍କାରେ ତିଆରି ହୋଇଥିବା ଫିଲ୍ମରେ ଯେଉଁମାନେ ଅଭିନୟ କରିଥିଲେ ସେମାନଙ୍କ ଭୂମିକାକୁ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ଏହା ସହ ପ୍ରଶ୍ନ ଉଠୁଛି ଯେଉଁ ବିବାଦର ପଙ୍କ ରହିଛି ସେଥିରେ ଓଲିଉଡ କେତେ ପର୍ଯ୍ୟନ୍ତ ବୁଡି ରହିଛି । ଏମିତି ଅନେକ ବିବାଦୀୟ ପ୍ରଶ୍ନର ଉତର ଜାଣନ୍ତୁ ବିଗ୍ ଡିବେଟର ଏହି ଏପିସୋଡରେ : -
କଳା ପଛର କାରନାମା
/kanak/media/post_attachments/wp-content/uploads/2016/06/vlcsnap-2016-06-17-15h58m30s123.png)