କୂଅ ଭିତରେ ୨ ଘଂଟାର ସଂଘର୍ଷ ! ବ୍ରହ୍ମପୁରରେ ୨୫ ଫୁଟ କୂଅରୁ ୫୫ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନଶିମ ବିଭାଗ

କୂଅ ଭିତରେ ୨ ଘଂଟାର ସଂଘର୍ଷ ! ବ୍ରହ୍ମପୁରରେ ୨୫ ଫୁଟ କୂଅରୁ ୫୫ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନଶିମ ବିଭାଗ

କନକ ବ୍ୟୁରୋ: କୂଅ ଭିତରେ ୨ ଘଂଟା ପଡିରହିଲେ ବୃଦ୍ଧ । ପାଖାପାଖି ୨ ଘଂଟା ଧରି କୂଅରେ ପଡିରହିବା ପରେ ଅଗ୍ନିଶମ ବିଭାଗ ବୃଦ୍ଧଙ୍କୁ ଉଦ୍ଧାର କରିଛି । ବ୍ରହ୍ମପୁର ଲୋଚାପଡାରେ ଏଭଳି ଘଟଣା ଘଟିଛି । ୫୫ ବର୍ଷୀୟ ବୃଦ୍ଧ ୨୫ ଫୁଟ କୂଅ ଭିତରେ ସକାଳ ୬ଟା ୧୫ରେ ପଡିଯାଇଥିଲେ । ଏହା ପରେ ପାଖାପାଖି ୨ ଘଂଟା ପରେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା । ଉଦ୍ଧାର ପରେ ବୃଦ୍ଧଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe