ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ୬ ମାସ ହେଲା ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା ।

Advertisment
ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ୬ ମାସ ହେଲା ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା ।

କନକ ବ୍ୟୁରୋ: ବଞ୍ଚି ଥାଉ ଥାଉ ବୃଦ୍ଧାଙ୍କୁ ମାରିଦେଲେ ସରକାରୀ କର୍ତ୍ତୃପକ୍ଷ । ଗଜପତି ଜିଲ୍ଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ଏଭଳି ଘଟଣା ଦେଖିବାକୁ ମିଳିଛି । ଗାଁର ମାଣିକ ନାୟକ ଭତ୍ତା ଟଙ୍କା ୬ ମାସ ହେଲା ବ୍ୟାଙ୍କ ଖାତାକୁ ନଆସୁଥିବାରୁ ତାଙ୍କ ପୁଅ ବ୍ଳକ କାର୍ଯ୍ୟାଳୟକୁ ଯାଇ ଏସମ୍ପର୍କରେ ଜଣାଇଥିଲେ । ହେଲେ ବ୍ଲକରେ ଥିବା ଅଧିକାରୀ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ଭତ୍ତା ଟଙ୍କା ବନ୍ଦ କରିଦିଆଯାଇଥିବା କହିଥିଲେ । ହେଲେ ତାଙ୍କ ମାଆ ବଞ୍ଚିିଥିବା ସତ୍ତେ୍ୱ କିପରି ତାଙ୍କୁ ମାରିଦିଆଯାଇଛି ତାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ଭୁଲ ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମାଣିକଙ୍କ ପରିବାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe