ଜୀବନର କାନଭାସରେ ‘ବୃଦ୍ଧାଶ୍ରମ’

ଜୀବନର କାନଭାସରେ ‘ବୃଦ୍ଧାଶ୍ରମ’

କାଠ ପଥର ପୂଜା ଛାଡି ଆସ ପୂଜ ଜୀବନ୍ତ ଦେବତା , ବୋହି ଯିବ ଦୁଇ ଟୋପା ଲୁହ କହିଦେଲେ ପଦେ ମଧୁ କଥା । ନିଜର କଲ୍ୟାଣ ମନାସିବା ପାଇଁ ଆମେ ମନ୍ଦିର, ମସଜିଦ୍ , ଗୀର୍ଜା ଅତି ନିଷ୍ଠାର ସହ ଯାଇ ସେଠି କାଠ ଓ ପଥରର ଦେବତା ପୂଜା କରିଥାଉ । କିନ୍ତୁ ଭୁଲିଯାଉ ଆମର ଜୀବନ୍ତ ଦେବତାଙ୍କୁ ଛାଡି ଦେଇଛୁ , ତଡି ଦେଇଛୁ ଜରାନିବାସକୁ । ହତାଦାର କରି ତାଙ୍କ ଆଖିରେ ଲୁହ ଦେଇଛୁ । ଏମିତି କିଛି ଅକୁହା କଥାକୁ ନେଇ ଆଜିର ଜୀବନର କାନଭାସ୍ – ବୃଦ୍ଧାଶ୍ରମ

ଅଧିକ ଜାଣିବା ପାଇଁ ଦେଖନ୍ତୁ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe