କନକ ବ୍ୟୁରୋ: ପ୍ରକାଶ ପାଇଛି ଓଜେଇଇ ପରୀକ୍ଷା ଫଳ । www.ojee.nic.inରେ ରେଜଲ୍ଟ ଉପଲବ୍ଧ ହୋଇଛି । ଛାତ୍ରଛାତ୍ରୀମାନେ ଏହି ୱେସାଇଟକୁ ଯାଇ ନିଜର ରେଜଲ୍ଟ ଜାଣିପାରିବେ । ଏଥିରେ ପୁରା ରାଙ୍କ କାର୍ଡ ଉପଲବ୍ଧ ହୋଇଛଇ ।
ଟପ୍ପର ତାଲିକା
BPharm—ସାଗରିକା ଦାଶ
MPharm- ପଦ୍ମାଳୟା ମିଶ୍ର
ଏମବିଏ- ସୂର୍ଯ୍ୟକାନ୍ତ ପୃଷ୍ଟି
ଏମସିଏଏ- ବ୍ରହ୍ମାନନ୍ଦ ମହରଣା
ସିଭିଲ ଇଞ୍ଜିନିୟରିଙ୍ଗ- ରବୀନ୍ଦ୍ର ସାହୁ
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ- ପୂର୍ବପ୍ରିୟା ନାୟକ
ମେକାନିକାଲ ଇଞ୍ଜିନିୟରିଙ୍ଗ- ଗୋବିନ୍ଦ ନାୟକ
କମ୍ପ୍ୟୁଟର ସାଇନ୍ସ- ଆକାଶ କୁମାର ଦାସ...
ପ୍ରକାଶ ପାଇଲା OJEE ରେଜଲ୍ଟ । ୫୬ ହଜାର ପରୀକ୍ଷାର୍ଥୀଙ୍କୁ ମିଳିଛି ରାଙ୍କ କାର୍ଡ ।
/kanak/media/post_attachments/wp-content/uploads/2024/06/OJEE.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)