କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ଜଏଣ୍ଟ ଏଣ୍ଟାନ୍ସ ପରୀକ୍ଷା ଫଳ । ୪୯, ୩୬୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୯, ୨୭୯ ଜଣଙ୍କୁ ମିଳିଛି ରାଙ୍କ । ପରୀକ୍ଷାର୍ଥୀ ନିଜ ରାଙ୍କ କାର୍ଡ ପାଇବା ପାଇଁ www.ojee.nic.in କୁ ଯାଇ ପାଇପାରିବେ ।
ବିଟେକରେ ପୀୟୁଷ ଚାନ୍ଦୁକା ଟପ୍ପର, ସେହିପରି ବି. ଫାର୍ମାରେ ଲ କ୍ଷ୍ମୀପ୍ରିୟା ସେନାପତି, ଏମବିଏରେ ଆଶୁତୋଷ ରଥ, ଏମସିଏରେ ନିଶିକାନ୍ତ ପରିଡା, ଏମ ଫାର୍ମାରେ କେ ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/10-36.jpg)