ଓଲଟିଲା ତେଲ ବୋଝେଇ ମିନି ଟ୍ରକ । ତେଲ ପ୍ୟାକେଟ ବୋହିନେଲେ ଲୋକ । ଦେବଗଡରୁ କୁଚିଣ୍ଡା ଆସୁଥିବା ବେଳେ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇଥିଲା ଗାଡି

Advertisment
ଓଲଟିଲା ତେଲ ବୋଝେଇ ମିନି ଟ୍ରକ । ତେଲ ପ୍ୟାକେଟ ବୋହିନେଲେ ଲୋକ । ଦେବଗଡରୁ କୁଚିଣ୍ଡା ଆସୁଥିବା ବେଳେ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇଥିଲା ଗାଡି

କନକ ବ୍ୟୁରୋ: ଓଲଟିଲା ତେଲ ବୋଝେଇ ଟ୍ରକ । ଦେବଗଡରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ଏକ ତେଲ ବୋଝେଇ ମିନିଟ୍ରକ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇ ସିରିଡଠାରେ ଓଲଟିପଡିଥିଲା । ଫଳରେ ଗାଡିରେ ଥିବା  ରିଫାଇନ ତେଲ ପ୍ୟାକେଟକୁ ଲୋକେ ବୋହିନେଇଥିଲେ । ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଅଧାରୁ ଅଧିକ ତେଲ ପ୍ୟାକେଟ ଲୋକେ ନେଇସାରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe