କନକ ବ୍ୟୁରୋ: ଓଲଟିଲା ତେଲ ବୋଝେଇ ଟ୍ରକ । ଦେବଗଡରୁ କୁଚିଣ୍ଡା ଅଭିମୁଖେ ଆସୁଥିବା ଏକ ତେଲ ବୋଝେଇ ମିନିଟ୍ରକ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇ ସିରିଡଠାରେ ଓଲଟିପଡିଥିଲା । ଫଳରେ ଗାଡିରେ ଥିବା ରିଫାଇନ ତେଲ ପ୍ୟାକେଟକୁ ଲୋକେ ବୋହିନେଇଥିଲେ । ଖବର ପାଇ ପୁଲିସ ପହଞ୍ଚିଲା ବେଳକୁ ଅଧାରୁ ଅଧିକ ତେଲ ପ୍ୟାକେଟ ଲୋକେ ନେଇସାରିଥିଲେ ।
ଓଲଟିଲା ତେଲ ବୋଝେଇ ମିନି ଟ୍ରକ । ତେଲ ପ୍ୟାକେଟ ବୋହିନେଲେ ଲୋକ । ଦେବଗଡରୁ କୁଚିଣ୍ଡା ଆସୁଥିବା ବେଳେ ଡିଭାଇଡରକୁ ପିଟି ଭାରସାମ୍ୟ ହରାଇଥିଲା ଗାଡି
/kanak/media/post_attachments/wp-content/uploads/2020/01/OIL-1.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)