କନକ ବ୍ୟୁରୋ: ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପେଟ୍ରୋଲ ଓ ଡିଜେଲ ଦର କମ୍ପାନୀଗୁଡିକ ବଢାଇଛନ୍ତି । ଶନିବାର ପେଟ୍ରୋଲ ଓ ଡିଜେଲ ଦର ୮୫ ପଇସା ଲେଖାଏଁ ବଢିଛି । ଫଳରେ ଶନିବାର ଭୁବନଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୯ ଟଙ୍କା ୫୦ ପଇସାର ଏବଂ ଡିଜେଲ ଦର ୯୯ ଟଙ୍କା ୨୭ ପଇସାରେ ପହଞ୍ଚଛି । ୩୧ ତାରିଖରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮ ଟଙ୍କା ୬୫ ଏବଂ ଡିଜେଲ ଦର ୯୮ ଟଙ୍କା ୪୨ ପଇସା ରହିଥିଲା ।
Price of petrol & diesel in Delhi at Rs 102.61 per litre & Rs 93.87 per litre respectively today (increased by 80 paise)
In Mumbai, the petrol & diesel prices per litre at Rs 117.57 & Rs 101.79 (increased by 85 paise) pic.twitter.com/oRQxEUlKAK
— ANI (@ANI) April 2, 2022
ଗତ ୨୨ ତାରିଖରୁ ପେଟ୍ରୋଲ ଓ ଡିଜେଲ ଦର ବଢୁଛି । ଗତ ଦିନ ମଧ୍ୟରେ ପେଟ୍ରୋଲ ୭ ଟଙ୍କା ୬୯ ଏବଂ ଡିଜେଲ ୭ଟଙ୍କା ୬୫ ପଇସା ମହଙ୍ଗା ହୋଇଯାଇଛି ।