ଜୁଲାଇ ୩୦ରୁ ମାଟ୍ରିକ୍ ପିଲାଙ୍କ ଅଫଲାଇନ୍ ପରୀକ୍ଷା । ୫ରୁ ୧୪ ଜୁଲାଇ ଯାଏଁ ଫର୍ମଫିଲପ, ଅଗଷ୍ଟ ୫ ଯାଏଁ ଚାଲିବ ପରୀକ୍ଷା । ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲା ଦେଇପାରିବେ ପରୀକ୍ଷା ।

ଜୁଲାଇ ୩୦ରୁ ମାଟ୍ରିକ୍ ପିଲାଙ୍କ ଅଫଲାଇନ୍ ପରୀକ୍ଷା । ୫ରୁ ୧୪ ଜୁଲାଇ ଯାଏଁ ଫର୍ମଫିଲପ, ଅଗଷ୍ଟ ୫ ଯାଏଁ ଚାଲିବ ପରୀକ୍ଷା । ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ପିଲା ଦେଇପାରିବେ ପରୀକ୍ଷା ।

କନକ ବ୍ୟୁରୋ : ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତା ଜୁଲାଇ ୩୦ ତାରିଖରୁ ଅନୁଷ୍ଠିତ ହେବ ମାଟ୍ରିକ୍ ପିଲାଙ୍କ ଅଫଲାଇନ୍ ପରୀକ୍ଷା । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏଁ ଚାଲିବ ଅଫଲାଇନ୍ ପରୀକ୍ଷା ।

ଅଫଲାଇନ୍ ପରୀକ୍ଷା ପାଇଁ ଜୁଲାଇ ୫ ତାରିଖରୁ ୧୪ ତାରିଖ ମଧ୍ୟରେ ଫର୍ମଫିଲପ ପ୍ରକ୍ରିୟା ଅନୁଷ୍ଠିତ ହେବ । ବିକଳ୍ପ ମୂଲ୍ୟାୟନରେ ଯେଉଁ ଛାତ୍ରଛାତ୍ରୀମାନେ ଅସନ୍ତୁଷ୍ଟ ଥିଲେ, ସେମାନେ ପରୀକ୍ଷା ଦେଇପାରିବେ । ତେବେ କୋଭିଡର ସମସ୍ତ ନିୟମ ମାନି ପରୀକ୍ଷା ଅନୁଷ୍ଠିତ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe