ରିଲିଜ ହୋଇଛି ଓଡିଆ ଫିଲ୍ମ ସ୍ୱିଟ୍ ହାର୍ଟ । ଆତଙ୍କବାଦୀଙ୍କ ଉପରେ ତିଆରି ହୋଇଥିବା ଏହି ଫିଲ୍ମର ନିର୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି । ଫିଲ୍ମଟିର ମୋଟ ୫ଟି ଗୀତକୁ ସଂଗୀତରେ ସଜାଇଛନ୍ତି ଗୁଡଲି ରଥ ଓ ସୁଶାନ୍ତ ମହାପାତ୍ର । ଫିଲ୍ମର ମୂଖ୍ୟ ଭୂମିକାରେ ଅଛନ୍ତି ବାବୁସାନ ଓ ସୁନ୍ଦରୀ ଅନୁଭା û
ଅନ୍ୟ କଳାକାରମାନେ ହେଲେ ଅଭିନେତା ସମରେଶ , ଅନୁ ଚୈାଧୁରୀ, ଅପରାଜିତା ମହାନ୍ତି ,ବିଜୟ ମହାନ୍ତି ଓ ମିହିର ଦାସ ପ୍ରମୂଖ୍ୟ ଅଭିନୟ କରିଛନ୍ତି । ଓଲିଉଡ ଚକୋଲେଟ ବଏ ବାବୁଶାନ ଓ ଚୁଲବୁଲି ଅନୁଭାଙ୍କ ଅଭିନୟ ଯାଦୁ ଦର୍ଶକଙ୍କୁ କେତେ ମତୁଆଲା କରୁଛି ଦେଖିବାକୁ ବାକି ରହିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/odia-film-sweetheart.jpg)
/kanak/media/post_attachments/wp-content/uploads/2016/08/sweetheart-odia-film-trailer-220x162.jpg)