କନକ ବ୍ୟୁରୋ : ଦଶହରା ବଜାରରେ ଓଡିଆ ଫିଲ୍ମ ଲଢେଇ । ଆଉ ଅନ୍ୟାନ୍ୟ ବ୍ୟାନରର ଫିଲ୍ମକୁ କଡା ଟକ୍କର ଦେବ ମଂଜରୀ ମୁଭିଜର ସପ୍ତମ ଅବଦାନ “ ଛାତି ତଳେ ଡିଙ୍ଗ୍ ଡଙ୍ଗ୍ ”।
ଏହି ମୁଭିର ୟୁଏସପି ହେଉଛି ବଲିଉଡ ବ୍ୟାଡ ବଏ ଶକ୍ତି କପୁରଙ୍କ ଉପସ୍ଥିତି । ସେହିପରି ପ୍ରଥମ ଥର ପାଇଁ ଦର୍ଶକଙ୍କ ସୋବର ବଏ ସବ୍ୟସାଚୀଙ୍କ ବିପକ୍ଷରେ ଓଲିଉଡର ଦୁଇ ସୁନ୍ଦରୀ ନାୟିକା ବର୍ଷା ଓ ଅର୍ଚ୍ଚିତାଙ୍କୁ ଦେଖିବାକୁ ମିଳିବ । ଜୋରସୋରରେ ଚାଲିଛି ଫିଲ୍ମର ସୁଟିଂ ।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/4-5.jpg)