କନକ ବ୍ୟୁରୋ: ଚଳିତ ବଜେଟର ଓଡିଶାକୁ ଗୁରୁତ୍ୱ । ରାଜ୍ୟର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦେଇଛନ୍ତି ମୋଦୀ ସରକାର । ବିଶେଷ କରି ପ୍ରାକୃତିକ ଶୋଭାରେ ସମୃଦ୍ଧ ଓଡିଶାର ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ବେଳାଭୂମି ଗୁଡିକ ପର୍ଯ୍ୟଟନର ମୁଖ୍ୟ ଆଧାର ହୋଇଥିବାରୁ ଏହାକୁ ବିଶେଷ ଗୁରୁତ୍ୱ ଦିଆଯିବ । ଏହାକୁ ବିଶ୍ୱର ଏକ ମୁଖ୍ୟ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ ଭାବେ ପରିଣତ କରିବାକୁ ଦିଆଯିବ ଆର୍ଥିକ ସହାୟତା ଦିଆଯିବାକୁ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହାସହ ବିହାରର ନାଳନ୍ଦାକୁ ମଧ୍ୟ ବିଶ୍ୱ ଗନ୍ତବ୍ୟସ୍ଥଳ କରିବାକୁ ବିଶେଷ ଆର୍ଥିକ ସହାୟତା ଦିଆଯିବ ।
ବଜେଟରେ ଓଡିଶାକୁ ଗୁରୁତ୍ୱ ; ବନ୍ୟପ୍ରାଣୀ ଓ ବେଳାଭୂମିର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
/kanak/media/post_attachments/wp-content/uploads/2024/07/19-19.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)