ବିଧାନସଭା ବଜେଟ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନୋତ୍ତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତ୍ତର ଦେବେ ମନ୍ତ୍ରୀ

Advertisment
ବିଧାନସଭା ବଜେଟ ଅଧିବେଶନରେ ହେବ ଅନଲାଇନ ପ୍ରଶ୍ନୋତ୍ତର : ମୋବାଇଲରେ ପ୍ରଶ୍ନ ପଚାରିବେ ସମସ୍ତ ବିଧାୟକ, ଅନଲାଇନରେ ଉତ୍ତର ଦେବେ ମନ୍ତ୍ରୀ

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଅନଲାଇନରେ ଚାଲିବ ବିଧାନସଭାର ପ୍ରଶ୍ନକାଳ । ବିଧାନସଭା ବଜେଟ ଅଧିବେଶନରେ ପ୍ରଶ୍ନୋତ୍ତର କାଳକୁ ପେପରଲେସ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ବଜେଟ ଅଧିବେଶନରେ ସମସ୍ତ ବିଧାୟକମାନେ ଅନଲାଇନରେ ପ୍ରଶ୍ନ ପଚାରିବେ ଓ ବିଧାୟକଙ୍କ ପ୍ରଶ୍ନର ଉତ୍ତର ମନ୍ତ୍ରୀ ଅନଲାଇନରେ ଦେବେ । ବିଧାୟକଙ୍କ ମୋବାଇଲକୁ ସିଧା ଉତ୍ତର ପଠାଇ ଦିଆଯିବ । ନାଭା ଆପ ଜରିଆରେ ବିଧାନସଭାରେ ପ୍ରଶ୍ନୋତ୍ତର ଅନଲାଇନରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe