ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ । ନବୀନ ନିବାସ ଘେରିବାକୁ ମାଷ୍ଟରକ୍ୟାଂଟିନରୁ ନବୀନ ନିବାସ ଅଭିମୂଖେ କଂଗ୍ରେସ କର୍ମୀ

102

କନକ ବ୍ୟୁରୋ : ରାଜଧାନୀରେ ଯୁବ କଂଗ୍ରେସର ବିକ୍ଷୋଭ । ନବୀନ ନିବାସ ଘେରିବାକୁ ମାଷ୍ଟରକ୍ୟାଂଟିନରୁ ନବୀନ ନିବାସ ଅଭିମୂଖେ ବାହାରିଛନ୍ତି ଶତାଧିକ କଂଗ୍ରେସ କର୍ମୀ । ଭାରତୀୟ ଯୁବ କଂଗ୍ରେସ ସଭାପତି ବିଭି ଶ୍ରୀନିବାସ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ୨୪ ବର୍ଷ ମଧ୍ୟରେ ରାଜ୍ୟରେ ଭ୍ରଷ୍ଟାଚାର, ଦୁର୍ନୀତି ବଢିଥିବା ଅଭିଯୋଗରେ ପ୍ରତିବାଦ କରୁଛି ଯୁବ କଂଗ୍ରେସ ।