କନକ ବ୍ୟୁରୋ : ରାଜ୍ୟରେ ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୨ ହଜାର ୬୯୭ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୧୩ ଜଣ ପଜିଟିଭ୍ ହୋଇଛନ୍ତି । ସୁନ୍ଦରଗଡ଼ରୁ ୨୯୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୧୩୮ ଓ ମୟୁରଭଞ୍ଜରୁ ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Advertisment

ଅନୁଗୁଳ ୫୫, ବାଲେଶ୍ୱର ୭୩, ବରଗଡ ୫୩, ଭଦ୍ରକ ୪୮, ବଲାଙ୍ଗୀର ୯୮, ବୌଦ୍ଧ ୪୮, ଦେବଗଡ଼ ୩୯, ଢେଙ୍କାନାଳ ୪୦, ଗଜପତି ୫୯, ଗଞ୍ଜାମ ୧୬ ଜଣ, ଜଗତସିଂହପୁର ୬୭, ଯାଜପୁର ୧୨୭, ଝାରସୁଗୁଡ଼ା ୩୬, କଳାହାଣ୍ଡି ୯୫, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୪୦, କେନ୍ଦୁଝର ୪୪, କୋରାପୁଟ ୪୧, ମାଲକାନଗିରି ୧୮, ନବରଙ୍ଗପୁର ୭୫, ନୟାଗଡ଼ ୯୬, ନୂଆପଡ଼ା ୫୫, ପୁରୀ ୬୩, ରାୟଗଡ଼ା ୮୫, ସମ୍ୱଲପୁର ୮୫, ସୋନପୁର ୨୯ ଓ ଷ୍ଟେଟ ପୁଲରୁ ୧୦୮ ଜଣ ଚିହ୍ନଟ ହୋଇଛନ୍ତି ।