ଭାଙ୍ଗିଲା ଛାତ୍ର କଂଗ୍ରେସ,ନୂଆ ନେତୃତ୍ୱ ପାଇବେ ସୁଯୋଗ

20

କନକ ବ୍ୟୁରୋ : ଛାତ୍ର କଂଗ୍ରେସର ରାଜ୍ୟ ସଂଗଠନ ଭଙ୍ଗ । ଛାତ୍ର କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ନିଖିଲ ଦ୍ୱିବେଦୀଙ୍କ ସୂଚନା । ସାନି ନିର୍ବାଚନ କରିବା ଉଦ୍ଦେଶ୍ୟରେ ଛାତ୍ର କଂଗ୍ରେସର ସଂଗଠନକୁ ଭଙ୍ଗା ଯାଇଥିବା କହିଛନ୍ତି ନିଖିଲ । ତା ସହ ଜିଲ୍ଲା କମିଟକୁ ମଧ୍ୟ ଭାଙ୍ଗିଦିଆଯାଇଛି । ନୂଆ ନେତୃତ୍ୱକୁ ସୁଯୋଗ ଦେବା ପାଇଁ ଭଙ୍ଗାଯାଇଥିବା କହିଛନ୍ତି ନିଖିଲ । ଛାତ୍ର କଂଗ୍ରେସର ରାଜ୍ୟ ସଭାପତିଙ୍କୁ ପଦରୁ ଅବ୍ୟାହତି ଦିଆଯାଇଛି । ବର୍ତମାନ ଛାତ୍ର ରାଜ୍ୟ ସଂଗଠନର କେହି କର୍ମକର୍ତା ନାହାନ୍ତି ।