ରାଜ୍ୟରେ କରୋନା ମିଟର ଉପରମୁହାଁ : ୨୪ଘଣ୍ଟାରେ ୧୦ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ

133

କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ । ଗତ ୨୪ଘଣ୍ଟାରେ ୧୦ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୫୬୩୧ ଚିହ୍ନଟ । ସବୁଠାରୁ ଉଦବେଗଜନକ କଥା ହେଉଛି ଶୂନରୁ ୧୮ ବର୍ଷର ବର୍ଗର ୧୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ                                       ଟେଷ୍ଟ
ଜାନୁଆରୀ ୧୫ : ୧୦୮୫୬——୭୪୯୩୬
ଜାନୁଆରୀ ୧୪ : ୧୦୨୭୩——୭୫୭୩୧
ଜାନୁଆରୀ ୧୩ : ୧୦୦୫୯——୮୧୦୬୫
ଜାନୁଆରୀ ୧୨ : ୮୭୭୮——୭୪୬୧୧
ଜାନୁଆରୀ ୧୧ : ୭୦୭୧—–୬୯୦୧୮
ଜାନୁଆରୀ ୧୦ : ୪୮୨୯—–୭୪୩୦୪
ଜାନୁଆରୀ ୯ : ୪୭୧୪——୭୦୨୦୦
ଜାନୁଆରୀ ୮ : ୩୬୭୯—– ୭୧୪୩୨
ଜାନୁଆରୀ ୭ : ୨୭୦୩—–୬୮୯୭୦
ଜାନୁଆରୀ ୬ : ୧୮୯୭—–୭୨୩୭୦
ଜାନୁଆରୀ ୫ : ୧୨୧୬—- ୬୮୮୭୮
ଜାନୁଆରୀ ୪: ୬୮୦——୫୧୭୪୫
ଜାନୁଆରୀ ୩: ୪୨୪——୫୪୭୯୩
ଜାନୁଆରୀ ୨ : ୪୨୪—- ୬୧୬୫୨