କନକ ବ୍ୟୁରୋ : ରାଜ୍ୟରେ କରୋନା ମିଟର ଉପରମୁହାଁ । ଗତ ୨୪ଘଣ୍ଟାରେ ୧୦ହଜାର ୮୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୨୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୫୬୩୧ ଚିହ୍ନଟ । ସବୁଠାରୁ ଉଦବେଗଜନକ କଥା ହେଉଛି ଶୂନରୁ ୧୮ ବର୍ଷର ବର୍ଗର ୧୦୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୦୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th Jan
New Positive Cases: 10856
Of which 0-18 years: 1021
In quarantine: 6293
Local contacts: 45631(Details of local contacts will be shared by concerned District)
1. Angul: 104
2. Balasore: 326
3. Bargarh: 145
4. Bhadrak: 101
5. Balangir: 259— I & PR Department, Odisha (@IPR_Odisha) January 15, 2022
କୋଭିଡ ପଜିଟିଭ ରିପୋର୍ଟ (ଓଡ଼ିଶା)
ସଂକ୍ରମଣ ଟେଷ୍ଟ
ଜାନୁଆରୀ ୧୫ : ୧୦୮୫୬------୭୪୯୩୬
ଜାନୁଆରୀ ୧୪ : ୧୦୨୭୩------୭୫୭୩୧
ଜାନୁଆରୀ ୧୩ : ୧୦୦୫୯------୮୧୦୬୫
ଜାନୁଆରୀ ୧୨ : ୮୭୭୮------୭୪୬୧୧
ଜାନୁଆରୀ ୧୧ : ୭୦୭୧-----୬୯୦୧୮
ଜାନୁଆରୀ ୧୦ : ୪୮୨୯-----୭୪୩୦୪
ଜାନୁଆରୀ ୯ : ୪୭୧୪------୭୦୨୦୦
ଜାନୁଆରୀ ୮ : ୩୬୭୯----- ୭୧୪୩୨
ଜାନୁଆରୀ ୭ : ୨୭୦୩-----୬୮୯୭୦
ଜାନୁଆରୀ ୬ : ୧୮୯୭-----୭୨୩୭୦
ଜାନୁଆରୀ ୫ : ୧୨୧୬---- ୬୮୮୭୮
ଜାନୁଆରୀ ୪: ୬୮୦------୫୧୭୪୫
ଜାନୁଆରୀ ୩: ୪୨୪------୫୪୭୯୩
ଜାନୁଆରୀ ୨ : ୪୨୪---- ୬୧୬୫୨