କନକ ବ୍ୟୁରୋ : ରାଜ୍ୟରେ ଗତକାଲି ତୁଳନାରେ କମିଲା ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଂଟାରେ ୩ ହଜାର ୩୨୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୦୪ ଜଣ ୧୮ ବର୍ଷରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୯୩୪ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୧ ହଜାର ୩୯୫ ରହିଛି ।

Advertisment

ଖୋର୍ଦ୍ଧାରୁ ୬୪୬, କଟକରୁ ୨୯୩, ସୁନ୍ଦରଗଡ଼ରୁ ୨୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ ୮୫, ବାଲେଶ୍ୱର ୧୪୧, ବରଗଡ ୪୬, ଭଦ୍ରକ ୫୭, ବଲାଙ୍ଗୀର ୬୭, ବୌଦ୍ଧ ୪୯, ବେବଗଡ ୬୭, ଢେଙ୍କାନାଳ ୬୧, ଗଜପତି ୬୪, ଗଞ୍ଜାମ ୪୪, ଜଗତସିଂହପୁର ୭୦, ଯାଜପୁର ୯୯, ଝାରସୁଗୁଡା ୭୪, କଳାହାଣ୍ଡି ୧୦୭, କନ୍ଧମାଳ ୪୩, କେନ୍ଦ୍ରାପଡା ୭୩, କେନ୍ଦୁଝର ୨୧, କୋରାପୁଟ ୫୯, ମାଲକାନଗିରି ୩୪, ମୟୂରଭଞ୍ଜ ୧୪୫, ନବରଙ୍ଗପୁର ୯୦, ନୟାଗଡ ୧୨୦, ନୂଆପଡା ୧୨୯, ପୁରୀ ୫୬, ରାୟଗଡା ୬୬, ସମ୍ବଲପୁର ୧୧୫, ସୋନପୁର ୩୫ ଓ ଷ୍ଟେଟ ପୋଲରୁ ୧୩୬ ।

ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖା ୧୨ ଲକ୍ଷ ୪୯ ହଜାର ୨୪୦ ରହିଛି । ସୁସ୍ଥ ହୋଇଛନ୍ତି ୧୧ ଲକ୍ଷ ୯୩ ହଜାର ୩୬୫ ଜଣ । ସକ୍ରିୟ ସଂକ୍ରମିତ ଅଛନ୍ତି ୪୭ ହଜାର ୨୧୦ ଜଣ ।