ରାଜ୍ୟରେ କମିଲା କରୋନା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୧୪୯୭ ନୂଆ ଆକ୍ରାନ୍ତ ଚିହ୍ନଟ

Advertisment
ରାଜ୍ୟରେ କମିଲା କରୋନା ଦୈନିକ ସଂକ୍ରମଣ । ୨୪ ଘଂଟାରେ ୧୪୯୭ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ରାଜ୍ୟରେ ଦୈନିକ ସଂକ୍ରମଣ କମିଛି । ୨ ହଜାର ତଳକୁ ଖସିଛି ଦୈନିକ ସଂକ୍ରମଣ । ୨୪ ଘଂଟାରେ ୧ ହଜାର ୪୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୨୮୩ ଜଣ ରହିଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୫୧ ଜଣ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୦୧ ଜଣ ପଜିଟିଭ୍ ହୋଇଛନ୍ତି । ଝାରସୁଗୁଡ଼ାରୁ ୭୫, କଟକରୁ ୬୯, ଯାଜପୁରରୁ ୬୪, ଦେବଗଡ଼ରୁ ୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏବେ ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨୧ ହଜାର ୫୨୫ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe