ଓଡିଶାରେ ବଡ ପରିବର୍ତନର ଆଭାସ : ବିଜେଡି ଉପରେ ବିଗିଡିଲେଣି ଭୋଟର

Advertisment
ଓଡିଶାରେ ବଡ ପରିବର୍ତନର ଆଭାସ : ବିଜେଡି ଉପରେ ବିଗିଡିଲେଣି ଭୋଟର

କନକ ବ୍ୟୁରୋ : ଓଡିଶାରେ ବଡ ପରିବର୍ତନର ସଙ୍କେତ ମିଳିଲାଣି । ପଂଚାୟତ ନିର୍ବାଚନ ଜନାଦେଶ ସ୍ପଷ୍ଟ ସନ୍ଦେଶ ଦେଉଛି । ଭୋଟ ପ୍ରତିଶତ ହାରକୁ ଆକଳନ କରି ଏପରି ଚିତ୍ର ଆଙ୍କୁଛନ୍ତି ରାଜନୈତିକ ପଣ୍ଡିତ । ୨୦୧୯ ବେଳକୁ ରାଜ୍ୟ ରାଜନୀତିର ସମୀକରଣ ଓଲଟପାଲଟ ହୋଇଯିବାର ବେଶ ସମ୍ଭାବନା ରହିଛି । ଏହାଛଡା ତ୍ରିସ୍ତରୀୟ ନିର୍ବାଚନରେ ଜନତାଙ୍କ ରାୟ ୨୦୧୯ ଆଗରୁ ଦଳ ଗୁଡିକୁ ଆତ୍ମସମୀକ୍ଷା କରିବାକୁ ସ୍ପଷ୍ଟ ବାର୍ତା ଦେଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe