କନକ ବ୍ୟୁରୋ : ଓଡିଶାରେ ବଡ ପରିବର୍ତନର ସଙ୍କେତ ମିଳିଲାଣି । ପଂଚାୟତ ନିର୍ବାଚନ ଜନାଦେଶ ସ୍ପଷ୍ଟ ସନ୍ଦେଶ ଦେଉଛି । ଭୋଟ ପ୍ରତିଶତ ହାରକୁ ଆକଳନ କରି ଏପରି ଚିତ୍ର ଆଙ୍କୁଛନ୍ତି ରାଜନୈତିକ ପଣ୍ଡିତ । ୨୦୧୯ ବେଳକୁ ରାଜ୍ୟ ରାଜନୀତିର ସମୀକରଣ ଓଲଟପାଲଟ ହୋଇଯିବାର ବେଶ ସମ୍ଭାବନା ରହିଛି । ଏହାଛଡା ତ୍ରିସ୍ତରୀୟ ନିର୍ବାଚନରେ ଜନତାଙ୍କ ରାୟ ୨୦୧୯ ଆଗରୁ ଦଳ ଗୁଡିକୁ ଆତ୍ମସମୀକ୍ଷା କରିବାକୁ ସ୍ପଷ୍ଟ ବାର୍ତା ଦେଇଛି ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/naveen-3.jpg)