ଗାଇସିଲଟ ବ୍ଲକ କାଲପାଲି ପଞ୍ଚାୟତ ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସର ଚଢାଉ : କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଓ ଅଫିସରେ ରେଡ୍

Advertisment
ଗାଇସିଲଟ ବ୍ଲକ କାଲପାଲି ପଞ୍ଚାୟତ ପିଇଓ ପାଣ୍ଡବ ନନ୍ଦଙ୍କ ଘରେ ଭିଜିଲାନ୍ସର ଚଢାଉ : କଲଙ୍ଗାପାଲି ସ୍ଥିତ ପୈତୃକ ବାସଭବନ ଓ ଅଫିସରେ ରେଡ୍

କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସର ଚଢାଉ । ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଂଚାୟତ ପିଇଓଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଟିମ ଚଢାଉ କରିଛି ।

ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ୱ ବାସଭବନ ସହିତ ତାଲପାଲିରେ ଥିବା କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ପାଣ୍ଡବ ନନ୍ଦଙ୍କ ଘର ବାଡ଼ି କାଗଜପତ୍ରର ଭ୍ୟାଲୁଏସନ୍ କରିଛି ସିବିଆଇ । ପିଇଓଙ୍କ ଘର ସମେତ ଦୁଇଟି ସ୍ଥାନରେ ଚଢାଉ କରିଛଇ ଭିଜିଲାନ୍ସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe