କନକ ବ୍ୟୁରୋ : ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପିଇଓଙ୍କ ଘରେ ଭିଜିଲାନ୍ସର ଚଢାଉ । ପଦ୍ମପୁର ଉପଖଣ୍ଡ ଗାଇସିଲଟ ବ୍ଲକ ତାଲପାଲି ପଂଚାୟତ ପିଇଓଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବରଗଡ଼ ଭିଜିଲାନ୍ସ ଟିମ ଚଢାଉ କରିଛି ।
ପିଇଓ ପାଣ୍ଡବ ନନ୍ଦଙ୍କ ନିଜସ୍ୱ ବାସଭବନ ସହିତ ତାଲପାଲିରେ ଥିବା କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ପାଣ୍ଡବ ନନ୍ଦଙ୍କ ଘର ବାଡ଼ି କାଗଜପତ୍ରର ଭ୍ୟାଲୁଏସନ୍ କରିଛି ସିବିଆଇ । ପିଇଓଙ୍କ ଘର ସମେତ ଦୁଇଟି ସ୍ଥାନରେ ଚଢାଉ କରିଛଇ ଭିଜିଲାନ୍ସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/26-28.jpg)