ସତ ହେବ କି ଓଡିଆଙ୍କ ସ୍ୱପ୍ନ ?

ସତ ହେବ କି ଓଡିଆଙ୍କ ସ୍ୱପ୍ନ ?

ଓଡିଆ ଭାଷାରେ ପରିଚାଳିତ ହେବ କି ଶାସନ କଳ ? ସରକାରୀ ଦସ୍ତାବିଜରେ ଦେଖିବାକୁ ମିଳିବ କି ଓଡିଆ ଭାଷା? ଯେଉଁମାନେ ଓଡିଆ ଭାଷାକୁ ଭଲ ପାନ୍ତି , ଯେଉଁମାନେ ଓଡିଆ ବୋଲି ନିଜକୁ ପରିଚୟ ଦେବାକୁ ଭଲ ପାନ୍ତି ସେମାନଙ୍କ ଭାବ ଓ ଆବେଗ ସହ ଜଡିତ ଏହି ପ୍ରସଙ୍ଗ । ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଓଡିଆ ଭାଷାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯିବ । ଆସନ୍ତା ଅଗଷ୍ଟ ୧୫ ରୁ କାର୍ଯ୍ୟକାରୀ ହେବ ଓଡିଆ ଭାଷା । ତେବେ କେତେଦୂର ସତ ହେବ ଯାଉଛି ଓଡିଆଙ୍କ ସ୍ୱପ୍ନ । ୪ କୋଟି ଓଡିଆଙ୍କ ଭାବ ଓ ଆବେଗ ସହିତ ଜଡିତ ଏହି ବିତର୍କିତ ପ୍ରସଙ୍ଗ ଉପରେ ଦେଖନ୍ତୁ ବିଗ୍ ଡିବେଟର ଏହି ଏପିସୋଡ  ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe