କନକ ବ୍ୟୁରୋ : ପ୍ରଚାର ବେଳେ ହଟହଟା ହେଲେ ବିଧାୟକ । କୋରାପୁଟ ବିଧାୟକ ରଘୁରାମ ପଡାଲଙ୍କୁ ଘେରିଲେ ଲୋକେ । ବିଧାୟକଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନ କଲେ ସ୍ଥାନୀୟ ଲୋକେ । ଲମତାପୁଟ ବ୍ଲକ ବନମାଳୀପୁଟ ପଂଚାୟତ ଦେବଗନ୍ଧନା ଗାଁକୁ ପ୍ରଚାର ପାଇଁ ଯାଇଥିଲେ କୋରାପୁଟ ବିଧାୟକ ରଘୁରାମ ପଡାଲ । ଏହି ସମୟରେ ଲୋକେ ତାଙ୍କୁ ଘେରି ଯାଇଥିଲେ । ଗାଁର ବିକାଶ ପାଇଁ କ’ଣ କରିଛ ବୋଲି ପ୍ରଶ୍ନ କରିଥିଲେ । ଜଣେ ପରେ ଜଣେ ବିଧାୟକଙ୍କୁ ନାନା ପ୍ରଶ୍ନ ପଚାରିଥିଲେ ।
କୋରାପୁଟରେ ପ୍ରଚାର କରିବାକୁ ଯାଇ ହଟହଟା ବିଧାୟକ : ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହେଲେ ରଘୁରାମ ପୋଡାଲ
Advertisment
Follow Us