କନକବ୍ୟୁରୋ:ଓଡିଶା ଲୋକସଭା ଆସନକୁ ନେଇ ଇଣ୍ଡିଆ ଟିଭିର ପୂର୍ବାନୁମାନ । ବିଜେପିକୁ ୧୫ରୁ ୧୭ ଆସନ ମିଳିବା ନେଇ ଆକଳନ । ବିଜେଡିକୁ ୪ରୁ ୬ ଆସନ ମିଳିବା ନେଇ ପୂର୍ବାନୁମାନ । ସେହିପରି କଂଗ୍ରେସକୁ ମିଳିପାରେ ୦ରୁ ୧ ଆସନ । ସେହିପରି ଏନଡିଏ ମେଣ୍ଟକୁ ୩୭୧ ଆସନ ମିଳିବା ନେଇ ଆକଳନ ହୋଇଥିବାବେଳେ ଇଣ୍ଡିଆ ମେଣ୍ଟକୁ ୧୨୫ ଆସନ ମିଳିବା ଆକଳନ । ଅନ୍ୟ ଦଳକୁ ୪୭ ଆସନ ମିଳିବା ସମ୍ଭାବନା ।ସେହିପରି ଟିଭି-୫ ତେଲୁଗୁର ଜନମତ ସର୍ଭେ ଏନଡିଏ ମେଣ୍ଟକୁ ୩୫୯ ଆସନ ମିଳିବା ଆକଳନ , ଇଣ୍ଡିଆ ମେଣ୍ଟକୁ ୧୫୪ ଆସନ ମିଳିବା ସମ୍ଭାବନା । ଅନ୍ୟ ଦଳକୁ ୩୦ ଆସନ ମିଳିବା ସମ୍ଭାବନା ।
ଓଡିଶା ଲୋକସଭା ଆସନକୁ ନେଇ ‘ଇଣ୍ଡିଆଟିଭି’ର ପୂର୍ବାନୁମାନ:ବିଜେଡିକୁ ମିଳିବ ୪ରୁ୬ ସିଟ ।
/kanak/media/post_attachments/wp-content/uploads/2024/06/58.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)