ଓଡିଶା ଫେରିଲେ ଭାରତର ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ସଦସ୍ୟ। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ବର୍ଦ୍ଧନା

Advertisment
ଓଡିଶା ଫେରିଲେ ଭାରତର ଦୃଷ୍ଟିବାଧିତ କ୍ରିକେଟ୍ ଟିମ୍ ସଦସ୍ୟ। ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ବର୍ଦ୍ଧନା

କନକ ବ୍ୟୁରୋ: ଆଇବିଏଏସ୍ ୱାର୍ଲ୍ଡ ଗେମରେ ସାମିଲ ହୋଇଥିବା ଓଡ଼ିଆ ଖେଳାଳି ଭୁବନେଶ୍ୱର ଫେରିଛନ୍ତି । ଆଇବିଏଏସ୍ ୱାର୍ଲ୍ଡ ଗେମରେ ପାକିସ୍ତାନଠୁ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛି ଭାରତର ବ୍ଲାଇଣ୍ଡ କ୍ରିକେଟ୍ ଟିମ୍ । ଭାରତୀୟ ଦଳରେ ସାମିଲ ହୋଇଥିଲେ ଓଡ଼ିଶାର ତିନି ଜଣ ଖେଳାଳି । ସେମାନେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ କ୍ରୀଡା ବିଭାଗ ଓ ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ୍ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଦେଶରେ ବ୍ଲାଇଣ୍ଡ କ୍ରିକେଟ୍ ପାଇଁ ଭିତିଭୂମିକୁ ଆହୁରି ସୁଦୃଢ କରାଗଲେ ଅନେକ ଖେଳାଳି ବାହାରିପାରିବେ ବୋଲି କହିଛନ୍ତି ଅଲରାଉଣ୍ଡର ମହମ୍ମଦ ଜାଫର ଇକ୍ବାଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe