ଓଡ଼ିଶା କ୍ୟାଡର ଆଇପିଏସ ଅଫିସର କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ ମିଳିଲା ନିଯୁକ୍ତି ।

ଓଡ଼ିଶା କ୍ୟାଡର ଆଇପିଏସ ଅଫିସର କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ ମିଳିଲା ନିଯୁକ୍ତି ।

କନକ ବ୍ୟୁରୋ : ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ତଥା ଢେଙ୍କାନାଳ ଏସପି କେ. ଶିବ ସୁବ୍ରମଣିଙ୍କୁ ମିଳିଲା ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ୨୦୧୦ ବ୍ୟାଚର ଏହି ଆଇପିଏସ ଅଫିସର ଏବେ ଢେଙ୍କାନାଳର ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe