କନକ ବ୍ୟୁରୋ : ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ତଥା ଢେଙ୍କାନାଳ ଏସପି କେ. ଶିବ ସୁବ୍ରମଣିଙ୍କୁ ମିଳିଲା ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ତାଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି । ୨୦୧୦ ବ୍ୟାଚର ଏହି ଆଇପିଏସ ଅଫିସର ଏବେ ଢେଙ୍କାନାଳର ଏସପି ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ଓଡ଼ିଶା କ୍ୟାଡର ଆଇପିଏସ ଅଫିସର କେ. ଶିବ ସୁବ୍ରମଣିଙ୍କୁ ନୂଆ ଦାୟିତ୍ୱ । ସିବିଆଇ ଏସପି ଭାବେ ମିଳିଲା ନିଯୁକ୍ତି ।
/kanak/media/post_attachments/wp-content/uploads/2021/10/d-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)