୨୨ ବର୍ଷ ପରେ ସମ୍ମାନ । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉପରୁ ଅଙ୍କୁଶ ହଟାଇଲେ ଓଡିଶା ହାଇକୋର୍ଟ ।

Advertisment
୨୨ ବର୍ଷ ପରେ ସମ୍ମାନ । ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉପରୁ ଅଙ୍କୁଶ ହଟାଇଲେ ଓଡିଶା ହାଇକୋର୍ଟ ।

କନକ ବ୍ୟୁରୋ: ପୁରସ୍କାର, ସମ୍ମାନ ଓ ପ୍ରଶଂସା ଏସବୁ ସାହିତ୍ୟିକଙ୍କୁ ନୂଆ ରଚନା କରିବା ପାଇଁ ଇନ୍ଧନ ଯୋଗାଏ । କିନ୍ତୁ ପୁରସ୍କାର ଘୋଷଣା ହେବାର ୨୨ ବର୍ଷ ପରେ ବି ତାହା ନମିଳିବା ସାହିତ୍ୟ ଇତିହାସରେ ପ୍ରଥମ ଘଟଣା ହୋଇଥିବ । ଆମେ କହୁଛୁଁ ୨୦୨୨ରେ ଘୋଷଣା ହୋଇଥିବା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରର କଥା । ପୁରସ୍କାର ଘୋଷଣା ପରେ ଉଠିଥିଲା ବିବାଦ । ହାଇକୋର୍ଟରେ ପହଞ୍ଚିଥିିଲା ମାମଲା । ୨୨ ବର୍ଷ ପରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉପରୁ ଅଙ୍କୁଶ ହଟାଇଲେ ଓଡିଶା ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe