କନକ ବ୍ୟୁରୋ : ରାଜ୍ୟ ସରକାର କରିପାରନ୍ତି ବଡ ଘୋଷଣା । ଆଜିି ଦିନ ୧୦ଟାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରେସମିଟ୍ କରି ଏହି ଘୋଷଣା କରିବେ । କୋଭିଡ୍ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ତେବେ ଏହିି ସମୟରେ କେଉଁ ନିଷ୍ପତ୍ତି ନିଆଯିବ ସେନେଇ ନିର୍ଦ୍ଧିଷ୍ଟ ସୂଚନା ଦିଆଯାଇନାହିଁ । ଏ ସମ୍ବନ୍ଧରେ ରାଜ୍ୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟୁଇଟ୍ କରି ସୂଚନା ଦେଇଛି ।
ବ୍ୟାପୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା : କୋଭିଡ୍ ପରିଚାଳନା ନେଇ ଆଜିି ହୋଇପାରେ ବଡ ଘୋଷଣା; ଲାଗୁ ହୋଇପାରେ କଡା଼ କଟକଣା
/kanak/media/post_attachments/wp-content/uploads/2021/03/319718852-corona-1532x900-adobestock-1.jpg)