ଜାତୀୟ ସ୍ତରରେ ଓଡ଼ିଶା ଲୋକଗୀତର ଧୁନ୍ । ଫୋକ ମ୍ୟୁଜିକରେ ଚମକୁଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା ।

210

କନକ ବ୍ୟୁରୋ: ଜାତୀୟ ସ୍ତରରେ ଓଡ଼ିଶା ଲୋକଗୀତର ଧୁନ । ଫୋକ ମ୍ୟୁଜିକରେ ଚମକୁଛନ୍ତି ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା । ଡିଡି ନ୍ୟାସନାଲ ଚ୍ୟାନେଲରେ ପ୍ରସାରିତ ହେଉଥିବା ‘ଭାରତ କା ଅମୃତ କଳସ’ କାର୍ଯ୍ୟକ୍ରମରେ ଲୋକଗୀତ ପାଇଁ ଏବେ ଚର୍ଚ୍ଚାରେ ଓଡ଼ିଶାର ବର୍ଣ୍ଣାଳୀ । କାର୍ଯ୍ୟକ୍ରମର ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ଲୋକ ସଂସ୍କୃତି ଓ ଲୋକକଳାକୁ ଆଗକୁ ଆଣିବାକୁ ପ୍ରୟାସ କରାଯାଈଛି ।